ରାଜ୍ୟରେ ପୁଣି କରୋନା ଗ୍ରାଫ୍ ଉପରତଳ
1 min readଭୁବନେଶ୍ୱର : ଗତକିଛି ଦିନରେ କରୋନା ଗ୍ରାଫ୍ ହଜାର ପାର କରୁଥିବା ବେଳେ ଆଜି କିଛି ମାତ୍ରାରେ ତଳମୁହାଁ ହୋଇଛିି ।ତେବେ ଗତ ୨୪ ଘଣ୍ଟାରେ ଓଡିଶାରୁ ୯୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭୫,ସ୍ଥାନୀୟ ସଂକ୍ରମଣରୁ ୪୦୬ ଏବଂ ୧୮ ବର୍ଷ ବୟସ ମଧ୍ୟରେ ୧୬୬ ଜଣ ରହିଛନ୍ତି ।
ରାଜ୍ୟ ସୂଚନା ଓ ଲୋକସର୍ମ୍ପକ ବିଭାଗ ସୂଚନା ଅନୁଯାୟୀ ସୁନ୍ଦରଗଡରୁ ସର୍ବାଧିକ୨୫୯,ଖୋର୍ଦ୍ଦାରୁ୧୫୦,ବରଗଡରୁ ୪୪,ମୟୁରଭଞରୁ୮୪,ବାଲେଶ୍ୱରରୁ୧୩,ଭଦ୍ରକରୁ୧୨,ବଲାଙ୍ଗିରରୁ୨୨,ବୌଦ୍ଧରୁ୧୦,ନୟାଗଡରୁ୨୪,ନୂଆପଡାରୁ୧୦,ପୁରୀରୁ୬,ରାୟଗଡାରୁ୮,ସମ୍ବଲପୁରରୁ ୭୧,ସୋନପୁରରୁ୨୩,ଷ୍ଟେଟପୁଲରୁ ୩୨ ଏବଂ ଅନୁଗୁଲରୁ ୧ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତ୮୍କ ସଂଖ୍ୟା ୧୩ଲକ୍ଷ୧୨ ହଜାର ୧୧୬ ରେ ପହଞ୍ଚିଛି । ସେହିପରି ୧୧୩୬ ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏବେ ସୁର୍ଦ୍ଧା ୧୨ଲକ୍ଷ ୯୬ ହଜାର ୨୯୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ।