Pratidin TV

Odisha's Digital News Platform

ରାଜ୍ୟରେ ହ୍ରାସ ପାଇଛି ସଂକ୍ରମଣ

1 min read

ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହ୍ରାସ ପାଇଛି ସଂକ୍ରମଣ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୮୧୫ ଥିବା ବେଳେ ରାଜ୍ୟରେ ଏହା ୪୦୩ କୁ ହ୍ରାସ ପାଇଛି । ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ୨୩୭ ଜଣ ,ସ୍ଥାନୀୟ ସଂକ୍ରମଣରୁ ୧୬୬ ଏବଂ ୧୮ ବର୍ଷରୁ କମ ବର୍ଗ ମଧ୍ୟରେ ୪୮ ଜଣ ରହିଛନ୍ତି ।

Advertisement


ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ସୂଚନା ଅନୁଯାୟୀ ସୁନ୍ଧରଗଡରୁ ୬୬, ଷ୍ଟେଟପୁଲରୁ୧୪,ସୋନପୁରରୁ୧୪,ସମ୍ବଲପୁରରୁ୩୬,ରାୟଗଡାରୁ୪,ପୁରୀ୨,ନୂଆପଡାରୁ୧୭,ନୟାଗଡରୁ୧୫,ନବରଙ୍ଗପୁରରୁ୧୭,ମୟୁରଭଞରୁ୧୯,କୋରାପୁଟରୁ୯,ଖୋର୍ଦ୍ଧାରୁ୮୧,କନ୍ଧମାଳରୁ୪,କଳଅହାଣ୍ଡିରୁ୧୯,ଝାରସୁଗୁଡାରୁ୨,ଯାଜପୁରରୁ୫,ଜଗତସିଂହପୁରରୁ୨,ଗଞାମରୁ୧,ଗଜପତିରୁ୬,ଢେଙ୍କାନାଲରୁ୧,ଦେଓଗଡରୁ୨,କଟକରୁ୧୬,ବୌଦ୍ଧରୁ୬,ବଲାଙ୍ଗୀରରୁ୨୨,ଭଦ୍ରକରୁ୧,ବରଗଡରୁ୧୩,ବାଲେଶ୍ୱରରୁ୭ ଏବଂ ଅନୁଗୁଳରୁ୧ ଚିହ୍ନଟ ।


ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୩ଲକ୍ଷ ୨୨ ହଜାର୧୮୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ସଂଖ୍ୟା୧୩ଲକ୍ଷ ୯ହଜାର ୧୦ ।

Leave a Reply

Your email address will not be published. Required fields are marked *