Pratidin TV

Odisha's Digital News Platform

ହୋଟେଲରେ ମଗାଇଥିଲେ ତରକାରୀ ବାହାରିଲା ଝିଟିପିଟି…

1 min read

ହୋଟେଲରେ ଖାଉଥିବା ସମୟରେ ଜଣେ ବ୍ୟକ୍ତି ଝିଟିପିଟି ପାଇଥିଲେ। ପ୍ରାୟ ୧0ରୁ ଉର୍ଦ୍ଧ ଜଣ ଏହି ତରକାରୀ ଖାଇଥିବା ଜଣାପଡିଛି। ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ କରିଥିଲା ଉଦ୍ଧାର |

ତେବେ ସୂଚନା ମୁତାବକ କେନ୍ଦୁଝର ଟାଉନ ଥାନା ଜଗନ୍ନାଥପୁର ନିକଟ କାଞ୍ଚନ ହୋଟେଲରେ ଖାଉଥିବା ସମୟରେ ଜଣେ ବ୍ୟକ୍ତି ଝିଟିପିଟି ପାଇଥିଲେ। ପ୍ରାୟ ୧0ରୁ ଉର୍ଦ୍ଧ ଜଣ ଏହି ତରକାରୀ ଖାଇଥିବା ଜଣାପଡିଛି। ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ମେଡିକାଲ ଆଣିଥିଲା। ସେଥିମଧ୍ୟରୁ ତିନି ଜଣ ଅସୁସ୍ଥତା ଅନୁଭାବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଚିକିତ୍ସା ପାଇ ଆସିଥିବା ଜଣାପଡିଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱସ୍ଥିୟା ଅବସ୍ଥା ଠିକ ଥିବା କହିଛନ୍ତି ଡାକ୍ତର। ସହର ର ବିଭିନ୍ନ ରାସ୍ତା କଡ଼ରେ ହୋଟେଲ ରହିଥିବା ବେଳେ ସହ ସହ ଲୋକ ଖାଉଛନ୍ତି। ବିଭିନ୍ନ ସମୟ ରେ ପୌରପାଳିକା ପକ୍ଷରୁ ଯେଉଁ ଯାଞ୍ଚ ହେବା କଥା ଠିକ ସମୟରେ ହେଉନାହିଁ।

Advertisement

Leave a Reply

Your email address will not be published. Required fields are marked *