Pratidin TV

Odisha's Digital News Platform

(ଭିଡିଓ) ମହଙ୍ଗା ଯୁଗରେ କଟକରେ ମାତ୍ର ୧୩୫ ଟଙ୍କାରେ ମିଳୁଛି ମଟନ

1 min read

କଟକ : ଆଜିର ମହଙ୍ଗା ଯୁଗରେ ସବୁକିଛିର ଦର ଆକାଶ ଛୁଆଁ। ହେଲେ ଏହାରି ଭିତରେ ମାତ୍ର ୧୩୦ ଟଙ୍କାରେ ପେଟପୁରା ମଟନ ଖାଇବାପାଇଁ ଦେଉଛନ୍ତି କଟକ ହରିପୁର ଅଞ୍ଚଳରେ ଥିବା ଜଣେ ହୋଟେଲ ବ୍ୟବସାୟୀ । ହାଇଜେନିକ୍ ବ୍ୟବସ୍ଥା ସହ ଅତି ସ୍ୱାଦିଷ୍ଟ ମଟନ ଆପଣ ଯେତେ ଯାଗା ଟେଷ୍ଟ କରିଥିଲେ ମଧ୍ୟ ଏହାର ସ୍ୱାଦ ଭିନ୍ନ ।

Advertisement

Leave a Reply

Your email address will not be published. Required fields are marked *