Pratidin TV

Odisha's Digital News Platform

ଅଇଁଠା ଚା’ କପ୍ ଉଠାଇ ରାସ୍ତା ସଫା କଲେ କଟକ ମେୟର ସୁବାଷ ସିଂ ।

1 min read

କଟକ : ଆଜି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ହୋଇଥିବା ସାଇକେଲ ଶୋଭାଯାତ୍ରା ପରେ ଆନନ୍ଦ ଭବନ ସମ୍ମୁଖରେ, ରାସ୍ତାର ଦୁଇ ପାର୍ଶ୍ୱରେ ଓ ଫୁତଫାତରେ ପଡ଼ି ରହିଥିବା ବହୁ ଅଳିଆ ଆବର୍ଜ୍ଜନାକୁ ନିଜେ ମେୟର ସୁବାଷ ସିଂ ଓ ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ଵାଳ ଉଠାଇ ପରିବେଶ ସଫା କରିଥିଲେ ।

ରାସ୍ତାରେ ପଡ଼ିଥିବା ବହୁ ସଂଖାର ଜରି, ଅଇଁଠା ଚା’ କପ୍, ଭଳି ଅନେକ ବର୍ଜ୍ୟବସ୍ତୁ କୁ ଉଠାଇ ଏକ ବସ୍ତାରେ ଏକାଠି କରିଥିଲେ ।

Advertisement

ଯାହାର ଦୃଶ୍ୟ ଜନସାଧାରଣଙ୍କ ହୃଦୟକୁ ଛୁଇଁଛି । ଏହା ସହ ଲୋକମାନେ ଏହି ଫଟୋଗୁଡିକୁ ସୋସିଆଲ ମିଡିଆରେ ମଧ୍ୟ ଅନେକ ମାତ୍ରାରେ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *