Pratidin TV

Odisha's Digital News Platform

କଟକରୁ ଲଜ୍ୟା : ଦିନ-ଦ୍ୱିପହରରେ ୮ ବର୍ଷିୟ ନାବାଳିକାକୁ ଅସଦାଚରଣ…

1 min read

କଟକ : କଟକ ସହରରେରେ ପୁଣି ଚାଞ୍ଚଲ୍ୟ । ଦିନ-ଦ୍ୱିପହରରେ ଆଠ ବର୍ଷର ନାବାଳିକା କୁ ଅସଦାଚରଣ କରିଥିବା ଅଭିଯୋଗ । ଏ ନେଇ ବାଦାମବାଡ଼ି ଥାନା ରେ ପୀଡ଼ିତା ଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।


ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିପ୍ରହର ସମୟରେ ନାବାଳିକା ଜଣକ ଘର ପାଖରେ ବୁଲୁ ଥିବା ବେଳେ ତାଙ୍କୁ ଡ଼ାକି ନେଇ ନିଶାସକ୍ତ ଅବସ୍ଥାରେ ଅସଦାଚରଣ କରିଥିଲେ । ଯାହା ନାବାଳିକା ଜଣକ ଯାଇ ଘରେ ଏ ସଂକ୍ରାନ୍ତରେ ଜଣାଇଥିଲା । ଏହାପରେ ନାବାଳିକା ଙ୍କ ପରିବାର ପକ୍ଷରୁ ଅଭିଯୋଗ ବାଦାମବାଡି ଥାନାରେ ଅଭିଯୋଗ କରାଯାଇଛି ।ପୋଲିସ ସପୃକ୍ତ ଘଟଣାରେ ଏଫ୍‌ଆଇଆର ଫାଲ୍ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *