Pratidin TV

Odisha's Digital News Platform

ଚା’ ଖଟିରେ ବଢୁଛି ରାଜନୀତି ତାତି ।

1 min read

କଟକ : ସକାଳର ଚା ଖଟି ରେ ନେତା । ପ୍ରବଳ ଖରା ଓ ତାତିକୁ ଦେଖି ବଦଳୁଛି ପ୍ରାଥୀଙ୍କ ନିର୍ବାଚନି ପ୍ରଚାରର ତରିକା । ପ୍ରତିକୂଳ ପାଗରେ କିଭଳି ନିର୍ବାଚନ ପ୍ରଚାର କରାଯାଇ ପାରିବ ସେ ନେଇ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ପ୍ରାଥୀ ।

ଏଥିପାଇଁ ସ୍ୱତନ୍ତ୍ର ଟାଇମ ମ୍ୟାନେଜମେଣ୍ଟ ବ୍ୟବସ୍ଥା ବ୍ୟବହାର କରୁଥିବା କହିଛନ୍ତି ବିଜେଡିର କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ସଂତୃପ୍ତ ମିଶ୍ର ଓ ବିଜେଡିର କଟକ ବାରବାଟୀ ବିଧାୟକ ପାର୍ଥି ପ୍ରକାଶ ବେହେରାଙ୍କୁ ଆଜି ସକାଳୁ ସକାଳୁ ଚା ଖଟିରେ ଦେଖିବାକୁ ମିଳି ଥିଲା । କଟକ ମଣିଷlହୁ ଛକରେ ଠାରେ ଥିବା କ୍ଲବ ଆଣ୍ଡ କ୍ଲବରେ ଏକ ଚା ଖଟିରେ ଆଜି ଏହି ଦୁଇ ପ୍ରାର୍ଥୀଙ୍କୁ ଭୋଟରଙ୍କ ଗ୍ରହଣରେ ବେଶ କିଛି ସମୟ ବିତାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *