Pratidin TV

Odisha's Digital News Platform

ଆସିଲା କୃଷି ବିଭାଗର ରିପୋର୍ଟ , ବାତ୍ୟା ‘ଦାନା’ ଯୋଗୁ ୮୦ ହଜାର ହେକ୍ଟର ଚାଷ କ୍ଷତି..

1 min read

ବାତ୍ଯା ପରେ ଆସିଲା କୃଷି ବିଭାଗର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ। ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୨୩ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରାଜକନିକା, ଆଳି, ମହାକାଳପଡ଼ା ବ୍ଲକରେ ସର୍ବାଧିକ କ୍ଷତି ହୋଇଥିବା ନେଇ ସୂଚନା ରହିଛି ।

ସେହିପରି ଭଦ୍ରକରେ ୨୪, ୧୧୫ ହେକ୍ଟର ବାଲୁଦେବପୁର, ଚାନ୍ଦବାଲି, ଭଣ୍ତାରିପୋଖରୀ, ଧାମନଗରରେ, ଜମି କ୍ଷତିଗ୍ରସ୍ତ ହୋଇଛି । ସେହିପରି ବାଲେଶ୍ୱରରେ ୩୧୪୦, ମୟୂରଭଞ୍ଜରେ ୨୩୮୧ ହେକ୍ଟର ଜମି, ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷତି ହୋଇଥିବା ନେଇ ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *