Pratidin TV

Odisha's Digital News Platform

ଆସୁଛି ଦାନା ; ମୋହନ ଡାକିଲେ ବୈଠକ କହିଲେ ପ୍ରସ୍ତୁତ ଅଛୁ ଆମେ ..

1 min read

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସମୀକ୍ଷା ବୈଠକ ଡାକିଥିଲେ । ଉକ୍ତ ବୈଠକ ରେ ରାଜସ୍ୱ ମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, src ଓ ସମସ୍ତ ଜିଲ୍ଲାପାଳ vc ମଧ୍ୟ ଉପସ୍ଥିତ ଥିଲେ । ଆଜି ୧୧-୩୦ ରେ ଲଘୁଚାପ ସୃଷ୍ଟି ହୋଇଚି । ୨୪ ରେ ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗରେ ଗତି କରିବାର ସମ୍ଭାବନା ଅଛି । ‘ଦାନା’ର ଗତିବେଗ ୧୦୦-୧୧୦ ରେ ଯିବାର ଅଛି । ସେଥିପାଇଁ ଆଜି ର ପ୍ରସ୍ତୁତି ବୈଠକ ରେ ସବୁ କଥା କୁ ଆଲୋଚନା କରାଯାଇଛି । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏଥିରେ ଜିରୋ କାଜୁଆଲିତି ରହିବ ବୋଲି ମୋହନ ସରକାର ସୂଚନା ଦେଇଛନ୍ତି ।

ସବୁ ସମ୍ଭାବ୍ୟ ଅଂଚଳରେ ପ୍ରସ୍ତୁତି ଜାରି ରହିଛି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଅଞ୍ଚଳକୁ ସମସ୍ତ ଜିନିଷ ଯୋଗାଇ ଦିଆଯିବ ।ବାତ୍ୟା ପରେ ଯୋଗଯୋଗ କିଭଳି ସ୍ଵାଭାବିକ ହେବ ତାହାକୁ ପ୍ରାଥମିକତା ଦିଆଯିବ । ଯୋଗ।ଯୋଗ, ଟେଲିଫୋନ, ବିଜୁଳି କୁ ବିଶେଷ ଭବେ ଗୁରୁତ୍ବ ଦିଆଯାଇଛି । ଖାଦ୍ୟ ଦରରେ ଅସ୍ଵ।ଭାବିକ ବୃଦ୍ଧି କରାଯାଏ ତାପରେ ନଯର ପାଇଁ ବିଭଗାକୁ ନିର୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ସେବା ନିରବଛିନ ଭବେ ଯୋଗାଇବା ପାଇଁ ନିର୍ଦେଶ ଦିଆଯାଇଛି

Advertisement

Leave a Reply

Your email address will not be published. Required fields are marked *