Pratidin TV

Odisha's Digital News Platform

ଜେଜେଙ୍କ ନାଁ ରଖିବି , ଆଗକୁ ତାଙ୍କ ଭଳି ହେବି ।

ଆଉ ନାହାନ୍ତି ବିଜେଡିର ତୁଙ୍ଗ ନେତା ଦାମୋଦର ରାଉତ୍ । ଆଜି ରାଜନୀତିରେ ଏକ ଅପୂରନୀୟ କ୍ଷତି କରି ସବୁଦିନ ପାଇଁ ଚାଲିଯାଇଛନ୍ତି ଦାମ । ତାଙ୍କ ଦେହାନ୍ତ ଖବର ଶୁଣି ପୁରା ଓଡିଶାବାସୀ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଦୁଃଖରେ ଭାଙ୍ଗିପଡିଛନ୍ତି ଦାମ ବାବୁଙ୍କ ପରିବାର , ଜେଜେଙ୍କୁ ଝୁରୁଛନ୍ତି ନାତୀନାତୁଣୀ ।

ଜେଜେଙ୍କ ସହ ଅତିବାହିତ କରିଥିବା ସମୟକୁ ମନେପକାଉଛନ୍ତି ନାତୀ । ଜେଜେ କିଭଳି ପିଲାଦିନେ ତାଙ୍କୁ ନିଜ ଗାଡିରେ ବୁଲାଇ ନିଅନ୍ତି ଆଉ ଆଜି ଜେତେବେଳେ ନାତି ବଡ ହୋଇ ଜେଜେଙ୍କୁ ବୁଲାଇନେବାର ବୟସ ଆସିଲା ସେତେବେଳେ ସବୁଦିନ ପାଇଁ ହାତ ଛାଡି ବାଟ କାଟି ଚାଲିଗଲେ ଜେଜେ ।

Leave a Reply

Your email address will not be published. Required fields are marked *