Pratidin TV

Odisha's Digital News Platform

(video)ଦେଖି ପାରିଲେନି ପୁଅର ପ୍ରଥମ ଫିଲ୍ମ , ଆଖ ବୁଜିଦେଲେ ଲୁବୁନ୍‌-ଟୁବୁନ୍‌ଙ୍କ ମାଆ….

1 min read

ଭୁବନେଶ୍ୱର ; ଅଧାରେ ରହିଗଲା ମାଆଙ୍କ ଶେଷ ଇଛା । କୋରିଓଗ୍ରାଫର,ଡିରେକ୍ଟର ତଥା ଡ୍ୟାନ୍ସିଙ୍ଗ୍ ଷ୍ଟାର ଲୁବୁନ୍‌-ଟୁବୁନଙ୍କ ମା’ଙ୍କର ଅକାଳରେ ବିୟୋଗ ଘଟିଛି । ନୂଆ ବର୍ଷର ଖୁସି ଏକ ଚିରସ୍ମରଣୀୟ ଦୁଃଖରେ ପରିଣତ ହୋଇଯାଇଛି । ଦୁଇ ଗେହ୍ଲା ପୁଅଙ୍କୁ ମୁଣ୍ଡରୁ ମାଙ୍କ ପଣତ ସବୁଦିନ ପାଇଁ ହଟିଯାଇଛି । ସୋମବାର ବିଳମ୍ବିତ ରାତିରେ ହଠାତ୍ ମାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା । ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ଦୁଇ ପୁଅ । ମାଙ୍କ ଶେଷ ଇଛା ପୂରଣ କରିବା ପୂର୍ବରୁ ହିଁ ହାତ ଛାଡି ଚାଲିଯାଇଛନ୍ତି ମା …..

Leave a Reply

Your email address will not be published. Required fields are marked *