Pratidin TV

Odisha's Digital News Platform

(video)ଝିଅ ପାୟଲ ଅଜାତିରେ ପଳାଇ ବାହାହେଲା , ଏପଟେ ବାପା କଲେ ସୁଦ୍ଧିକ୍ରିୟା ….

କଟକ ; ପୁଣି କେନ୍ଦ୍ରାପଡା ରାଜେନ୍ଦ୍ର ଓ ଦୀପାଞ୍ଜଳୀ କାହାଣୀ ଦୋହରାଇଲା କଟକ । କଟକ ମାହାଙ୍ଗା ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଜୀବନ୍ତ ଝିଅର ସୁଦ୍ଧିକ୍ରିୟା । ବିଶ୍ୱଜିତ ମହାପାତ୍ର ୧୮ ବର୍ଷିୟ ଝିଅ ପାୟଲ ମହାପାତ୍ର ୨ ଦିନ ହେବ ଘରୁ କୁଆଡେ ପଳେଇଥିଲେ । ଏହାପରେ ଘରଲୋକ ଥାନାରେ ଅଭିଯୋଗ ଦେବାପରେ ଝିଅର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଝିଅ କହିଥିଲା ଯେ ତାକୁ ଘରେ ମାନସିକ ଚାପ ଦିଆଯାଉଛି ଯେଉଁଥିପାଇଁ ସେ ଘର ଛାଡି ତା ପୁରୁଷବନ୍ଧୁ ସହ ପଳେଇଆସି ବିବାହ କରିଛି । ଆଉ ଯଦି ଆମ ଦୁହିଁଙ୍କର କିଛି ହୁଏ ତେବେ ଏଥିପାଇଁ ଦାୟୀ ହେଉଛନ୍ତି ମୋ ପରିବା ବୋଲି କହିଛନ୍ତି ପାୟଲ । ଯାହା ପରେ ସାମ୍ନାକୁ ଆସିଛି କିଛି ଏଭଳି ଦୃଶ୍ୟ

Leave a Reply

Your email address will not be published. Required fields are marked *