Pratidin TV

Odisha's Digital News Platform

ସେନା ପରିବାରର ଝିଅ କ୍ରାକ୍‌ କଲେ UPSC; ପିତା ସେନାରେ କାର୍ଯ୍ୟରତ, ମା ନ୍ୟାୟିକ ଅଧିକାରୀ 

1 min read

UPSC ପରୀକ୍ଷା ଫଳାଫଳ ବାହାରିବା ପର ଠାରୁ UPSC ପରୀକ୍ଷାର୍ଥୀ ଏବେ ଖୁବ୍ ଚର୍ଚ୍ଚାରେ । ତେବେ ପରୀକ୍ଷାର୍ଥୀମାନେ କଠିନ ପରିଶ୍ରମ କରି  ହାସିଲ କରିଛନ୍ତି ନିଜର ଲକ୍ଷ । ତେବେ ସେହିପରି ଜଣେ ସୂପୁତ୍ରି ହେଉଛନ୍ତି କଶିସ ବକ୍ସିସ । ଯିଏକି ମେଜର ପ୍ରବୀଣ ବକ୍ସିସଙ୍କ ଝିଅ ଅଟନ୍ତି ।

ତେବେ କଶିସ ବକ୍ସିସ ଯିଏ ନିଜର ପିଲା ଦିନର ସ୍ଵପ୍ନକୁ ବର୍ତ୍ତମାନ କରିପାରିଛନ୍ତି ପୁରାଣ । ୨୦୨୩ UPSC ପରୀକ୍ଷା କ୍ରାକ କରି ବାପାଙ୍କୁ ଗର୍ବିତ କରିବା ସହ  ସ୍ବପ୍ନ କରିଛନ୍ତି ପୂରଣ। ସେ ସାରା ଭାରତରେ ୫୪ ରାଙ୍କରେ ରହିଛନ୍ତି । 

କଶିସ ସ୍କୁଲ ଦିନରୁ ହିଁ ମେଧାବୀ ଛାତ୍ରୀ ଥିଲେ । ଏବଂ ସେ ଛୋଟ ବେଳୁ IAS ଅଧିକାରୀ ହେବାର  ସ୍ୱପ୍ନ ଦେଖିଆସୁଥିଲେ । ଓ ପରିଶେଷରେ ହୋଇଛନ୍ତି IAS।

ତେବେ କାଶିସଙ୍କ ବାପା ଜଣେ ସେନା ଅଧିକାରୀ ଥିବା ସମୟରେ ମା ଥିଲେ ଜଣେ ନ୍ୟାୟ ଅଧିକାରୀ । ଦୁହେଁ କରିଥିଲେ IAS heba pao କରିଥିଲେ ପ୍ରୋତ୍ସାହନ। କଶିସଙ୍କ ଜଣେ ସେନା ଭାଈ ମଧ୍ୟ ସ୍କନ୍ତି ଏବଂ ସେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର। ତେବେ କଶିସ ଆର୍ମି ସ୍କୁଲରେ ପଢ଼ିବା ସହ ୧୦ଟି ଭିନ୍ନ ଭିନ୍ନ ସ୍କୁଲରେ ପାଠ ପଢ଼ିଛନ୍ତି । କଶିସ କହିଥିଲେ କି ମୋର ପିଲାଟି ଦିନରୁ IAS ହେବାର ଥିଲା ଇଚ୍ଛା ଏବଂ ବାପା ମାଆଙ୍କ ମାର୍ଗ ଦର୍ଶକ ଭାବରେ କାର୍ଯ୍ୟ କରିବା ଦ୍ଵାରା ହୋଇଛନ୍ତି ସଫଳ

Leave a Reply

Your email address will not be published. Required fields are marked *