Pratidin TV

Odisha's Digital News Platform

ନିର୍ବାଚନ ପାଇଁ ଆଗୁଆ ସଜାଗ୍ କମିଶନରେଟ୍ ପୋଲିସ ; ଡିପଫେକ୍ ଭିଡିଓ ଅପରାଧ ରୋକିବାକୁ ସମସ୍ତ ଥାନା ପୋଲିସକୁ ତାଲିମ……

ଆଗକୁ ସାଧାରଣ ନିର୍ବାଚନ । ଡିଫେକ୍ ଫଟୋ ଭିଡ଼ିଓ ନେଇ ଚିନ୍ତା ବଢୁଛି । ନେତାଙ୍କର ବୁଲିପାରେ ଡିଫେକ୍ ଫଟୋ ଭିଡ଼ିଓ । ଏବେଠାରୁ ସଜାଗ ରହିବା ପାଇଁ ସମସ୍ତ ଥାନା ପୋଲିସକୁ ତାଲିମ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ନେଇ ଦିଆଯାଇଛି ତାଲିମ । ତାଲିମପ୍ରାପ୍ତ ଅଫିସର ମାନେ ଡିଫେକ୍ ଫଟୋ ଓ ଭିଡିଓ ଚେକ୍ କରିବେ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ। ବିଭିନ୍ନ ସାଇବର ସିକ୍ୟୁରିଟି ଓ ଠକେଇ ସମ୍ପର୍କରେ ସଜାଗ ରହିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *