Pratidin TV

Odisha's Digital News Platform

ଖୁବଶୀଘ୍ର ଟ୍ରାକରେ ଦୌଡ଼ିବ  ଏୟାର ଟ୍ରେନ୍‌ ..

1 min read

ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନବନ୍ଦର ଭିତରେ ଚାଲିବ ଟ୍ରେନ ।  ଏବେ ଖୁବଶୀଘ୍ର ଟ୍ରାକରେ ଦୌଡ଼ିବ ଏୟାର ଟ୍ରେନ୍‌ ।  ଖୁବଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଏକ ଏୟାର ଟ୍ରେନ୍ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ଟର୍ମିନାଲ ମଧ୍ୟ ଦେଇ ଯାତ୍ରୀମାନେ ସହଜରେ ଯିବା ଆସିବା

କରିବା ପାଇଁ ଏୟାର ଟ୍ରେନ୍‌ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ସୂଚନାଯୋଗ୍ୟ, ଏୟାର ଟ୍ରେନ୍ ହେଉଛି ଏକ ପ୍ରକାର ସ୍ୱତନ୍ତ୍ର ଟ୍ରେନ୍, ଯାହା ବିମାନବନ୍ଦର ଭିତରେ ଯାତ୍ରୀମାନଙ୍କୁ ଗୋଟିଏ ଟର୍ମିନାଲରୁ ଅନ୍ୟ ଟର୍ମିନାଲକୁ ନେଇଥାଏ। ଏହି ଟ୍ରେନ୍ ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଅନବରତ ଚାଲିଥାଏ।

Advertisement

Leave a Reply

Your email address will not be published. Required fields are marked *