Pratidin TV

Odisha's Digital News Platform

ରାଜଧାନୀରେ ମାତିଲା ଡେଙ୍ଗୁ ରୋଗ


ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାତିଛି ଡେଙ୍ଗୁ ରୋଗ । ଧିରେ ଧିରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସୂଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲରେ ଏଯାଏଁ ଭର୍ତ୍ତି ହୋଇଛନ୍ତି ୩୪ ଜଣ ରୋଗୀ । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୨୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ୯ ଟି ରକ୍ତ ଭଣ୍ଡାରରେ ପ୍ଳେଟ୍‌ଲେଟ୍ସ ପୃଥକୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ।

Leave a Reply

Your email address will not be published. Required fields are marked *