Pratidin TV

Odisha's Digital News Platform

ଉପମୁଖ୍ୟମନ୍ତ୍ରୀ ବଡ ଘୋଷଣା , ଦଶହରାରରେ ସୁଭଦ୍ରାର ୨ୟ ଭେଟି ।

1 min read

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ଘୋଷଣା । ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଆସିବ ୨ୟ ପର୍ଯ୍ୟାୟ ଟଙ୍କା । ଦଶହରାରେ ସୁଭଦ୍ରା ଭଉଣୀଙ୍କୁ ୨ୟ ଭେଟି । ଅକ୍ଟୋବର ୯ ରେ ଖାତାକୁ ଆସିବ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି । ଆଉ ଆସନ୍ତା ୯ ତାରିଖରେ ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଆଜି ପ୍ରଭାତି ପରିଡା କହିଛନ୍ତି । ଏଥର ୪୦ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯିବ ।

ଅକ୍ଟୋବର ୭ ତାରିଖ ସୁଧା ଯେଉଁମାନେ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଥିବେ ସେମାନଙ୍କୁ ନିଶ୍ଚିତ କିସ୍ତି ମିଳିବ । ଆଉ ଏକ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଥମ ନଂ ଆବେଦନ କାରି ଆଉ ୧ କୋଟିର ଆବେଦନ କାରୀଙ୍କୁ ନିଜେ ସମ୍ବୋଧନା କରିବେ ପ୍ରଭାତି ପରିଡା ।

Advertisement

Leave a Reply

Your email address will not be published. Required fields are marked *