Pratidin TV

Odisha's Digital News Platform

ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା , ପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା..

1 min read

ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା । ପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା । ଯେଉଁଥିପାଇଁ ଏବେ ଠୁ ଆରମ୍ଭ ହୋଇଗଲାଣି ପ୍ରକ୍ରିୟା । ଆଜି ବିଶ୍ୱ ବିଶ୍ୱ ପର୍ଯ୍ୟଟନ ଦିବସରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ବଡ଼ ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଡେଭେଞ୍ଚର ସ୍ପୋର୍ଟସ୍ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇ ପାରେ ।

ଓଡ଼ିଶାରେ ଆଡେଭେଞ୍ଚର ସ୍ପୋର୍ଟସ୍ ଆରମ୍ଭ କରିବା ପୂର୍ବରୁ ଏହାର ପଲିସି ବିଷୟରେ ଦାଣିବା ପାଇଁ ଆସନ୍ତା ସପ୍ତାହ ମେଘାଶୟ ଗସ୍ତରେ ଯିବେ ମନ୍ତ୍ରୀ । ସୂଚନା ରହିଛି ଯେ, ଓଡ଼ିଶା ଫେରିବା ପରେ ସେ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବାକୁ ଇକୋ ଟୁରିଜମର ବ୍ୟବସ୍ଥା ମଧ୍ୟ କରାଯିବ ।

Advertisement

Leave a Reply

Your email address will not be published. Required fields are marked *