Pratidin TV

Odisha's Digital News Platform

ପୁରୀ ରଥଯାତ୍ରାରୁ ଚତ୍ମକାର ଦୃଶ୍ୟ , ନବୀନଙ୍କୁ ପାଛୋଟି ନେବାକୁ ମଞ୍ଚରୁ ଓହ୍ଲାଇ ଆସିଲେ ଧର୍ମେନ୍ଦ୍ର ।

ନବୀନଙ୍କୁ ଦେଖି ମଞ୍ଚ ଉପରୁ ପାଛୋଟି ନେବାକୁ ଦୈାଡି ଆସିଲେ ଧର୍ମେନ୍ଦ୍ର ପ୍ରଧାନ । ଜଗାର ଦୁଆରେ ସମସ୍ତେ ନିଶ୍ୱ । ଆଜି ସିନ ସେ ରଥରେ ବସିଛି କିନ୍ତୁ ଦର୍ଶନ ଦେବାରେ ତାର ବାଛ ବିଚାର ନାହିଁ । ନା ଧନୀ ନା ଗରିବ ନା ନେତାମନ୍ତ୍ରୀ ଜଗା ଦୁଆରେ ସବୁ ସମାନ । ଆଜିର ପବିତ୍ର ଦିନରେ ପୁରୀରୁ ଆସିଛି କିଛି ଏଭଳି ଅଦ୍ଭୁତ ଦୃଶ୍ୟ ଯାହାକୁ ଦେଖି ରାଜ୍ୟବାସୀ ମଧ୍ୟ ଖୁସି ଅଛନ୍ତି। ଆଉ ସଭିଙ୍କ ମୁହଁରେ ଗୋଟିଏ କଥା ୟେ ଜଗାର ଳୀଳା ।

ଯେତେବେଳେ ମଞ୍ଚରେ ରାଷ୍ଟ୍ରପତିଙ୍କ ସହ ଅନ୍ୟ ନେତା ମନ୍ତ୍ରୀ ମଧ୍ୟ ବସିଥିଲେ ଠିକ୍ ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ । ଆଉ ତାଙ୍କୁ ଦେଖି ମଞ୍ଚରୁ ଧାଇଁ ଯାଇଥିଲେ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।

ଅତି ଶ୍ରଦ୍ଧା ଓ ସମ୍ମାନର ସହ ସେ ନବୀନଙ୍କୁ ପାଛୋଟି ଆଣିଥିଲେ । ପୂର୍ବଭଳି ନବୀନଙ୍କ ପାଇଁ ଧର୍ମେନ୍ଦ୍ରଙ୍କର ସମ୍ମାନ କମିନାହିଁ । ସରକାର ଗଢିବି ଧମେନ୍ଦ୍ରଙ୍କ ମନରେ ଆଦୈ ଗର୍ବ ଦେଖାଯାଉନାହିଁ ।

Leave a Reply

Your email address will not be published. Required fields are marked *