Pratidin TV

Odisha's Digital News Platform

ସମ୍ବଲପୁରରେ ବବିଙ୍କୁ ହରାଇ ଜିତିଲେ ଧର୍ମେନ୍ଦ୍ର ..

1 min read

ସମ୍ବଲପୁରରେ ବବି ଦାସଙ୍କୁ ହରାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବୃହତ ବିଜୟ । ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ଜିତିଲେ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୪୦ ହଜାର ୭୯୩ ଭୋଟ୍‌ ମିଳିଛି। ମୋଟ ଭୋଟ ବ୍ୟବଧାନ ୧ ଲକ୍ଷ ୧୨ ହଜାର ୯୮୪ ରହିଛି ।

Advertisement

Leave a Reply

Your email address will not be published. Required fields are marked *