ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର
1 min readଭୁବନେଶ୍ୱର : ଏକ ନିନ୍ଦନୀୟ ଘଟଣା ଘଟିଛୀ ଢେଙ୍କାନାଳ ମେଡିକାଲରେ । ସୂଚନା ମୁତାବକ ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ତେବେ ଜଣେ ବ୍ୟକ୍ତିର (ଏଲଆଇସି ଡେଥ୍ କ୍ଲେମ୍) ମୃତ୍ୟୁ ପ୍ରମାଣପତ୍ର ରେ ଦସ୍ତଖତ ଦେଇ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଡାକ୍ତର । ମେଡିକାଲ ସାମ୍ନା ଏକ କ୍ଲିନିକରେ ୧୧୦୦୦ ଟଙ୍କା ଲାଞ୍ଚ ବାବଦେ ନେବାବେଳେ ଧରିଲା ଭିଜିଲାନ୍ସ ।