Pratidin TV

Odisha's Digital News Platform

ମୋଦିଙ୍କ ପାଇଁ ୭ କିମି ଆଣ୍ଠେଇ ଆସିଲେ ଦିବ୍ୟାଙ୍ଗ ବିକାଶ ନାୟକ।

ମନର ବଳ ଥିଲେ କିଛିବି କରିହୁଏ । ଆଉ ପ୍ରଧାନମନ୍ତ୍ରୀଙ୍କ ପ୍ରତିଥିବା ଭଲପାଇବା ପାଇଁ ୪୦ କିଲୋମିଟର ଦୂରରୁ ଆସିଛନ୍ତି ଦିବ୍ୟାଙ୍ଗ । କେନ୍ଦ୍ରାପଡାରେ ମୋଦି ପହଞ୍ଚିବା ପରେ ଲୋକଙ୍କ ଖଚାଖଚା ଭିଡ୍ ଲାଗିଥିଲା । କିନ୍ତୁ ଆମ ରିପୋର୍ଟର ଭାଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜଣେ ଦିବ୍ୟାଙ୍କ । କାରଣ ବୁଧବାର ବାରୁଅରେ ବିଜେପିର ଏକ ସଭା ରଖାଯାଇଥିଲା । ଯେଊଁଥିରେ ପ୍ରଧାନମନ୍ତ୍ରୀ ନିଜେ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହାରି ଭିତରେ ମୋଦିଙ୍କର ଜଣେ ବଡ ପ୍ରଶଂସକ ଆମ କ୍ୟାମେରା ଆଗରେ ପଡିଥିଲେ । ବାରୁଅରୁ ୪୦ କିଲୋମିଟର ଦୂର ବାରିମୂଳରୁ ଆଣ୍ଠେଇ ଆଣ୍ଠେଇ ଆସି ପହଞ୍ଚିଛନ୍ତି ଦିବ୍ୟାଙ୍ଗ ବିକାଶ । ଆଉ କହିଛନ୍ତି ….

Leave a Reply

Your email address will not be published. Required fields are marked *