Pratidin TV

Odisha's Digital News Platform

ରାଜନୀତି ଯୁଦ୍ଧରେ ଏକା ନୁହଁନ୍ତି ଦୀପାଳି , ବାପା ଛାଇ ଭଳି ଆଜିବି ଅଛନ୍ତି ।

1 min read

ଆଜି ନାମାଙ୍କ ପତ୍ର ଭରିବା ପୂର୍ବରୁ ସମ୍ବଲପୁର ର ପାଟମେଶ୍ବରୀ ମା ଙ୍କ ମନ୍ଦିର କୁ ଆସି ମାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଧାୟିକା ଦୀପାଳି ଦାସ୍ । ଏହା ସହ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଜି ବାପା ନାହାନ୍ତି କିନ୍ତୁ ସେ ଦେଖିଥିବା ସ୍ୱପ୍ନ ଆଜି ବି ଜୀବନ୍ତ । ଝାରସୁଗୁଡା ବାସୀଙ୍କ ସବୁ ସୁଖ ଦୁଃଖରେ ହାରବଢାଇ ଠିଆ ହେବି ବାପାଙ୍କ ପରି । ବାପା ସିନା ଏଇଠି ନାହାନ୍ତି ହେଲେ ତାଙ୍କ ବଦଳରେ ମୋ ଭାଇ , କୋ ପରିବାର ଆଉ ପୁରା ଝାରସୁଗୁଡା ବାସୀ ମୋ ସାଙ୍ଗରେ ଛିଡା ହୋଇଛନ୍ତି । ଝାରସୁଗୁଡାର ସବୁ ବାପାଙ୍କ ଭିତରେ ମୁଁ ମୋ ବାବାଙ୍କୁ ଦେଖୁଛି ।

Advertisement

Leave a Reply

Your email address will not be published. Required fields are marked *