Pratidin TV

Odisha's Digital News Platform

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ : ଦିନେଶ ଗୁଣବର୍ଦ୍ଧେନା

1 min read

ନୂଆଦିଲ୍ଲୀ : ଶ୍ରୀଲଙ୍କା ନିଜର ଆର୍ଥିକ ସଙ୍କଟ ଦେଇ ଗତିକରୁଥିବାବେଳେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ , ଦେଶରେ ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି । ଏବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଦିନେଶ ଗୁଣବର୍ଦ୍ଧେନା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି ।

ପୂର୍ବରୁ ସେ ଗୃହ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଥିଲେ । ଏହାସହ ନୂତନ ରାଷ୍ଟ୍ରପତି ରାନିଲ ଓି୍ୱକ୍ରମସିଂଘେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଆଜି ଶପଥ ନେଇଥିଲେ ।ଏହାପୂର୍ବରୁ ଗତକାଲି ଓି୍ୱକ୍ରମସିଂଘେ ଗତକାଲି ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *