Pratidin TV

Odisha's Digital News Platform

(ଭିଡିଓ) ଶପଥ ନେଲେ ଦୀପାଳୀ ଦାସ୍ , ବୁଝିବେ ଝାରସୁଗୁଡା ବାସୀଙ୍କ ଦୁଃଖ ..

1 min read

ଭୁବନେଶ୍ୱର : ଶପଥନେଲେ ଦୀପାଳି ଦାସ୍ । ବନିଲେ ବିଧାୟିକା । ଆଜିଠୁ ବୁଝିବେ ଝାରସୁଗୁଡାବାସୀଙ୍କ ଦୁଃଖ । ଆଜି ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କୁ ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂ। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଲେ ବିଧାୟିକା ଦୀପାଳି । ବାପା ନବ ଦାସଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ଝିଅ ଦୀପାଳି ।

Advertisement

Leave a Reply

Your email address will not be published. Required fields are marked *