Pratidin TV

Odisha's Digital News Platform

ଟଏଲେଟ ହୋଇପାରେ ଆପଣଙ୍କ ଛାଡପତ୍ରର କାରଣ , ଶୁଣନ୍ତୁ ଏନେଇ କଣ କହୁଛନ୍ତି ବାସ୍ତୁବିତ..

1 min read

ପ୍ରତ୍ୟକ ଦମ୍ପତ୍ତି ଚାହାଁନ୍ତି ନିଜ ବୈବାହିକ ଜୀବନକୁ ସୁଖଶାନ୍ତିରେ ଅତିବାହିତ କରିବାକୁ । ସେମାନେ ପରସ୍ପର ସହିତ ନଲଢି ଖୁସିରେ ରହିବାକୁ । ନିଜ ବୈବାହିକ ଜୀବନରେ ପ୍ରେମ ବଜାୟ ରଖିବା ପାଇଁ ଅନେକ ବାସ୍ତୁ ଉପାୟ ମଧ୍‌ୟ କରନ୍ତି । ବାସ୍ତୁ ନିର୍ଦ୍ଦେଶ ପାଳନ କରିବା ଦ୍ୱାରା ବୈବାହିକ ଜୀବନରେ ସର୍ବାଦା ଖୁସି ଭରି ରହିଥାଏ । ତେବେ ଆଜି ଆପଣଙ୍କୁ ଜଣାଇବେ ବାସ୍ତୁବିତ ଡ.ପ୍ରତାପ ଚନ୍ଦ୍ର ବେହେରା । ଘରେ କେଉଁ ଜିନିଷକୁ କିପରି ରଖିବେ ଯାହାଦ୍ୱାରା ଘରେ ଖୁସି ବଜାୟ ରହିବ । ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସ୍ନେହ ଭଲପାଇବା ବଢିବ ।

Advertisement

Leave a Reply

Your email address will not be published. Required fields are marked *