Pratidin TV

Odisha's Digital News Platform

(ଭିଡିଓ)ଗର୍ଲଫ୍ରେଣ୍ଡର ଚାପୁଡା ନେଲା ଜୀବନ , ଅପମାନ ସହିପାରିଲେନି ଡିଜେ ଆଜେକ୍ସ – ବନ୍ଧୁ ଅସୀମ୍‌ଙ୍କ ବିସ୍ପୋରକ ବୟାନ …

1 min read

ଭୁବନେଶ୍ୱର : ରାଜ୍ୟରେ ଚହଳ ପକାଇଛି ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା । ଯେତିକି ଯେତିକି ସମୟ ବଢୁଛି ଧିରେ ଧିରେ ସେତିକି ଗୁମର ଖୋଲୁଛି ଆଜେକ୍ସଙ୍କ ମୃତ୍ୟୁ । ସମ୍ପୃକ୍ତ ମାମଲାରେ ପରିବାରର ଅଭିଯୋଗ ପରେ ଗର୍ଲଫ୍ରେଣ୍ଡ ଜିଜ୍ଞାସାଙ୍କ ସହ ତାଙ୍କ ବନଯଧୁଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ପୋଲିସ ।

ଏସବୁ ଭିତରେ ଗଣମାଧ୍ୟମ ଆଗରେ ବିସ୍ପୋରକ ବୟାନ ରଖିଛନ୍ତି ଡିଜେ ଆଜେକ୍ସଙ୍କ ବନ୍ଧୁ ଅସୀମ । ମୃତ୍ୟୁ ପୂର୍ବଦିନ ରାତିରେ ଆଜେକ୍ସଙ୍କୁ ଚାପୁଡା ମାରିଥିଲେ ଗର୍ଲଫ୍ରେଣ୍ଡ ଜିଜ୍ଞାସା । ଜାଣନ୍ତୁ କାହିଁକି ଚାପୁଡା ମାରୁିଥିଲେ ଜିଜ୍ଞାସା ..

Advertisement

Leave a Reply

Your email address will not be published. Required fields are marked *