Pratidin TV

Odisha's Digital News Platform

ବିଧାୟକ ଶଶିଭୂଷଣଙ୍କ ନାଁରେ ଯୌତୁକ ନିର୍ଯାତନା ଆଣିଲେ ବୋହୂ ..

କେନ୍ଦ୍ରାପଡା : ବରିଷ୍ଠ ବିଜେଡି ବିଧାୟକ ଶଶି ଭୂଷଣ ବେହେରାଙ୍କ ନାଁରେ ଯୌତୁକ ନିର‌୍ୟାତନା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା, ତାଙ୍କ ପୁଅ ସତ୍ୟ ପ୍ରକାଶ ବେହେରା ଓ ତାଙ୍କ ପରିବାର ନାଁରେ ବୋହୂ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ବୋହୂ ରୋନାଲି ବେହେରା ପୁରା ପରିବାର ନାଁରେ ବାଙ୍କୀ ଥାନାରେ ଯୌତୁକ ନିର୍ଯ୍ୟାତନା ନେଇ ଅଭିଯୋଗ କରିଛନ୍ତି।

୨୦୨୧ ମାର୍ଚ୍ଚ ୩ ତାରିଖରେ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ବିବାହ କଟକ ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନଲିଙ୍କ ସହିତ ସମ୍ପନ୍ନ ହୋଇଥିଲା।
ତେବେ ରୋନାଲିଙ୍କ ଅଭିଯୋଗ ଅନୁ୍‌ଯାୟୀ-

Leave a Reply

Your email address will not be published. Required fields are marked *