Pratidin TV

Odisha's Digital News Platform

ମଦ ମାଂସ ନୁହେଁ ଲୋକଙ୍କୁ ଭରଷା ଦେଇଛି , ଆଳି-କନିକା ଉନ୍ନତି ପାଇଁ କାମ କରିବି – ଡଃ ଦେବସ୍ମିତା ଶର୍ମା ବିଧାୟିକା ପ୍ରାର୍ଥୀ

1 min read

ଗଣମାଧ୍ୟମ ଆଗରେ ସିଧାସଳଖ କହିଲେ ଡଃ ଦେବସ୍ମିତା ଶର୍ମା । କହିଲେ ମଦ-ମାଂସ ଦେଇ ଲୋକଙ୍କୁ ନିଜ ରାଲିରେ ସାମିଲ କରିନି , ଲୋକଙ୍କର ମୋ ପ୍ରତି ବିଶ୍ୱାସ ଅଛି ସେଥିପାଇଁ ଆସିଛନ୍ତି । ଆଳି କନିକା ବାସୀ ବାତ୍ୟା ବନ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହୁଅନ୍ତି ଆଜି ଯାଏ ତାଙ୍କ ପାଇଁ କି ସୁବିଧା ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଦେବସ୍ମିତା ?

Leave a Reply

Your email address will not be published. Required fields are marked *