Pratidin TV

Odisha's Digital News Platform

୧୭ରେ ଓଡିଶା ଆସିବେ ଡ୍ରିମ୍ ଗାର୍ଲ , କରିବେ ଜୋରଦାର ପ୍ରଚାର ..

1 min read

ନିର୍ବାଚନରେ ବାଜି ମାରିବାକୁ ନେତା ମାନେ କରୁଛନ୍ତି ଜୋରଦାର ପ୍ରଚାର । ଏଥର ବିଜେପିର ସ୍ପେଶାଲ ଫକୋସ ଓଡିଶା ଉପରେ ରହିିଛି । ସେଥିପାଇଁ ବିଜେପି ର ହେବିୱେଟ ନେତା ମାନେ ଓଡିଶା ମୁହାଁ ହେଉଛନ୍ତି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା ଆସୁଥିବାବେଳେ ମେ ୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ ।

ଆସନ୍ତା ୧୭ ତାରିଖରେ ବରିଷ୍ଠ ବିଜେପି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ରାଜଧାନୀ ଭୁବନେଶ୍ୱର, କଟକ ଜିଲ୍ଲା କିଶନ ନଗର ଓ ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ ପ୍ରଚାର କରିବେ । ତାଙ୍କୁ ଦଳ ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ କରିବା ପରେ ଏହା ତାଙ୍କର ପ୍ରଥମ ପ୍ରଚାର ।

Advertisement

Leave a Reply

Your email address will not be published. Required fields are marked *