Pratidin TV

Odisha's Digital News Platform

ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଠୁଲିଙ୍କ ବଡ ସୂଚନା ; ଜାରି ରହିବ ‘ଡ୍ରାଇଭର ଆନ୍ଦୋଳନ’

1 min read

ଭୁବନେଶ୍ୱର : ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ବଡ ସୂଚନା । ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ। ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଡ୍ରାଇଭର ମହାସଂଘ ମୁଖ୍ୟ ଶାସନ ସଚିବଙ୍କ ଆଗରେ ସେମାନଙ୍କର ୧୦ ଦଫା ଦାବି ଉପସ୍ଥାପନ କରିଥିଲେ ।

ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଛନ୍ତି ।କିନ୍ତୁ କୌଣସି କର୍ମକର୍ତ୍ତା ପ୍ରସ୍ତାବରେ ଖୁସିନଥିବା ସହ ମୁଖ୍ୟ ସଚିବ ଦେଇଥିବା ଲିଖିତ ପ୍ରତିଶ୍ରୁତିକୁ ସଂଘ ଗ୍ରହଣ କରୁନାହିଁ । ସରକାର ଯେ ପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଏହି ଆନ୍ଦୋଳନ ଜାରି ରହିବ ବୋଲି ଆଜି ଗଣାମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଠୁଲି ।

Advertisement

Leave a Reply

Your email address will not be published. Required fields are marked *