Pratidin TV

Odisha's Digital News Platform

ଭୁବନେଶ୍ୱରରେ ଚାଞ୍ଚଲ୍ୟ ; ଭିଜିଲାନ୍ସ ରେଡ୍ ବେଳେ ଘର ଛାତ ଡେଇଁ ଚମ୍ପଟ ମାରିଲେ JE …

1 min read

ଭୁବନେଶ୍ୱର ; ଭୁବନେଶ୍ୱର RWS &S ର ଜୁନିୟର ଇଞ୍ଜିନିଅରଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଆଜି ଚଢଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍ ପକାଇଛି । ଜୁନିୟର ଇଂଞ୍ଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଜାଗମରା ରେ ପାଢ଼ୀ ଭିଲା ସମେତ, ଭୁବନେଶ୍ୱରର RWS &S ଅଫିସ, ଆସ୍କା ର ପୈତୃକ ଘରେ ବର୍ତ୍ତମାନ ଚଢାଉ ହୋଇଛି ।

ତେବେ ଜୁନିୟର ସୁନୀଲଙ୍କ ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଘର ଛାତ ଡେଇଁ ଚମ୍ପଟ ମାରିଥିଲେ ସୁନିଲ ବାବୁ। ୫ଟି ଜାଗାରେ ଏକ କାଳିନ ଚଢ଼ଉ କରୁଛି ଭିଜିଲାନ୍ସା ଜଣ DSP,୩ଜଣ ଇନସିପେକ୍ଟର,୭ଜଣ ASI ଚଢ଼ଉରେ ସାମିଲ ଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *