Pratidin TV

Odisha's Digital News Platform

ମୋବାଇଲ୍ କମ୍ପାନୀ ଭିବୋ ଉପରେ ଚଢାଉ

1 min read

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଭିବୋ କମ୍ପାନୀ ଉପରେ ଚଢାଉ କରାଯାଇଛି ।ଚାଇନା କମ୍ପାନୀକୁ ନେଇ ଭାରତର ଏହା ଦ୍ୱିତୀୟ ଚଢାଉ । କାଯ୍ୟାକାରୀ ନିର୍ଦ୍ଦେଶାଳୟ ତରଫରୁ ଦେଶର ୪୪ ଟି ସ୍ଥାନରେ ଅର୍ଥ ହେରଫେର କୁ ନେଇ ଚାଲିଛି ଚଢାଉ ।ଚଢାଉ ସମୟରେ ଆୟକର ବିଭାଗ ବିଭିନ୍ନ ପ୍ରକାରର ଆବଶ୍ୟାକୀୟ ଡକ୍ୟୁମେଣ୍ଟ ଗୁଡିକୁ ଜବତ କରିଛି ।

ଭିବୋ ମୋବାଇଲ କମ୍ୟୁନିକେସନ ସହ ଆଉ କେତେକ ଚାଇନା କମ୍ପାନୀ ତଥା ଓପୋ ଓ ସାଓମି ମଧ୍ୟ ଅର୍ଥହେରଫେର ଅଭିଯୋଗରେ ସିବିଆଇ ତଦନ୍ତ ଚାଲିବା ସହ ଆୟକର ବିଭାଗର ନଜର ମଧ୍ୟ ରଖୁଛି ।ସୂଚନା ଅନୁଯାୟୀ ପାଖାପାଖି ୬,୫୦୦ କୋଟିର ଅର୍ଥ ହେରଫେର କରାଯାଇଛି । ଭିବୋର ନିର୍ଦ୍ଦେଶକ ଜେନ୍‌ସେନ୍ ଓ ଜ୍ୟାକ୍‌ଜିନ୍ ଗତବର୍ଷ ଭାରତ ଛାଡି ପଳାଇଯାଇଥିବା ସୂଚନା ମିଳୁଛି । ଏନେଇ ଆୟକର ବିଭାଗ ଓ ସିବିଆଇ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *