Pratidin TV

Odisha's Digital News Platform

(video)ଆଖୁ ପେଡିଲେ ମନ୍ମଥ ,ଭଡାରେ ନେଲେ ପାସେଞ୍ଜର ।

ଜନତାଙ୍କ ହୃଦୟ ଜିତିବାକୁ ଲାଗିପଡିଛନ୍ତି ସବୁ ପ୍ରାର୍ଥୀ । କେଉଁ ନେତା ବସରେ ଲୋକଙ୍କ ସହ ଯାଇ ମିଶିଲାନି ତ ଆଉ କିଏ ଗାଁ ଗାଁ ବୁଲି ମସଲା ବାଟିଲାଣି । କିଛି ଲୋକଙ୍କୁ ଅବଶ୍ୟ ଏହା ଥଟ୍ଟା ଲାଗିପାରେ କିନ୍ତୁ ଆଜିର ସମାଜରେ ଯେ ଜଣେ ସାଧାରଣ ମଣିଷ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ମୁଣ୍ଡ ଫଟା ଖରାରେ କିଭଳି ପରିଶ୍ରମ କରୁଛି ତାହା ବୁଲି ବୁଲି ଦେଖୁଛନ୍ତି ପ୍ରାର୍ଥୀ । ଆଜି ମନ୍ମଥ ଜଣେ ଆଖୁ ପେଡିବା ସହ ଅଟୋ ଚଲାଇଛନ୍ତି ଜନପ୍ରତିନିଧି ମନ୍ମଥ । ଏସବୁ କଷ୍ଟ ଜନ୍ତ୍ରଣା ଦେଖିଲେ ସିନା ଆଗକୁ ଏମାନଙ୍କ ନିମନ୍ତେ କିଛି ଯୋଜନା ଆଣିପାରିବେ ।

Leave a Reply

Your email address will not be published. Required fields are marked *