Pratidin TV

Odisha's Digital News Platform

ତିନିଦିନିଆ ଓଡ଼ିଶା ଗସ୍ତରେ ନିର୍ବାଚନ କମିଶନ…

ଆଉ ଦିନ କେଇଟା ପରେ ଆରମ୍ଭ ହେବ ସାଧାରଣ ନିର୍ବାଚନ । ତେବେ ନିର୍ବାଚ ପୂର୍ବରୁ ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିସନ । ନିର୍ବାଚନ ପାଇଁ କମିଶନ ଓ ଅଧିକାରୀମାନେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଆସନ୍ତା ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ନିର୍ବାଚନ ସମୀକ୍ଷା କରିବେ ନିର୍ବାଚନ କମିସନ । ଏହି ସମୟରେ ସେ ରାଜ୍ୟ ପଦଧିକାରୀମାନଙ୍କ ସହ ସମୀକ୍ଷା କରିବେ ବୋଲି ସୂଚନା ମିଳୁଛି । ସେହିପରି ରାଜନୈତୀକ ଦଳ ସହ ମଧ୍ୟ ଆଗାମୀ ନିର୍ବାଚନକୁ ନେଇ ଆଲୋଚନା କରାଯାଇପାରେ । ତେବେ ନିର୍ବାଚନ ପୂର୍ବରୁ ଏହି ସମୀକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।

Leave a Reply

Your email address will not be published. Required fields are marked *