Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ବଦଳିଲେ IAS-IPS , ୨ ଜିଲ୍ଲାପାଳ ୫ ଏସପି ଓ ଜଣେ ଆଇଜିଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ….

1 min read

ନିର୍ବାଚନ ପୂର୍ବରୁ ଦାୟିତ୍ୱରୁ ହଟିଲେ ଜିଲ୍ଲାପାଳ ,ଏସପି ଓ ଆଇଜି । କିଛି ଅଧିକାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ୨ଜିଲ୍ଲାପାଳ , ୫ ଏସପି ଏବଂ ଜଣେ ଆଇଜିଙ୍କ ବଦଳି ହୋଇଛି ।

କଟକ ଜଗତସିଂହପୁରର ୨ଜଣ ଜିଲ୍ଲାପାଳଥିବା ବେଳେ , ଅନୁଗୁଳ, ରାଉରକେଲା ,ବ୍ରହ୍ମପୁର ,ଖୋର୍ଦ୍ଧା, ସୁନ୍ଦରଗଡର ଏସପିଙ୍କ ହୋଇଛି ବଦଳି । ସେହପରି କେନ୍ଦ୍ରାଂଚଳ ଆଇଜିଙ୍କୁ ବଦଳାଇବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ।୨ଜିଲ୍ଲାପାଳ ଭିତରେ କଟକର ବିନୀତ ଭରଦ୍ୱାଜ ଏବ ଜଗତସିଂହପୁରର ପାରୁଲ ପଟୱାରୀ ରହିଛନ୍ତି ।

Advertisement

ସେହିଭଳି ୫ ଏସପିଙ୍କ ଭିତରେ ଆଇପିଏସ ସୁଧାଂଶୁ ଶେଖର ମିଶ୍ର, ଆଇପିଏସ ଶ୍ରବଣ ବିବେକ ଏମ,ଆଇପିଏସ ଜୁଗଲ କିଶୋର ,ଆଇପିଏସ ମିତ୍ରଭାନୁ ମହାପାତ୍ର,ଆଇପିଏସ ଡଃ କନୱର ବିଶାଲ ସିଂହ ରହିଛନ୍ତି । ଏଥି ସହ ଜଣେ କେନ୍ଦ୍ରାଂଚଳ ଆଇଜ ଆଇପିଏସ ଆଶିଷ କୁମାର ସିଂ ଏଥିରେ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *