Pratidin TV

Odisha's Digital News Platform

ବଞ୍ଚିବା ପାଇଁ କୁନି ହାତୀ କରୁଛି ସଂଘର୍ଷ ; ଚେଷ୍ଟା ଚଳାଇଛି ବନ ବିଭାଗ …..

କରଞ୍ଜିଆ :କରଞ୍ଜିଆ ବନଖଣ୍ଡ ବଡ଼ଦେଉଳି ପଞ୍ଚଯାତ ଭଅଁରା ଗ୍ରାମର ନିକଟ ବିଲରେ ୨୨ଟିକିଆ ହାତୀ ପୋଲ ଭିତରୁ ଗୋଟେ ୧୮ ଦିନର ଛୁଆ ହାତୀ ଟି ଅସୁସ୍ଥ ହୋଇପିଡ଼ିଥିଲା ।

ଖବର ପାଇ ବନବିଭାଗ ରାତି ହାତୀ ଛୁଆ ପାଖରେ ଜଗି ରହିଥିଲେ । ଆଜି ସକାଳୁ ସକାଳୁ ବନ କର୍ମଚାରୀଙ୍କ ସହାୟତାରେ ଶିଶୁ ହାତୀଟିକୁ ଏକ ଟେମ୍ପୋ ଦ୍ୱାରା ରେଞ୍ଜ କାର୍ଯ୍ୟଳୟକୁ ନିଆଯାଇ ଚିକିତ୍ସା କରାଯାଉଛି । ଦୁଇ ଜଣ ପଶୁଡାକ୍ତର ଲାଗିଛନ୍ତି କେମିତି ସୁସ୍ଥ ହେବ, ସାଲାଇନ, ଇଞ୍ଜେକ୍ସନ ଦିଆ ଯାଇଛି । ପାଖରେ କରଞ୍ଜିଆ ଡିଫଓ ଶ୍ରୀକାନ୍ତ ନାୟକ ଙ୍କ ସହିତ ବନବିଭାଗ କର୍ମଚାରୀ ମାନେ ଜଗିରହିଛନ୍ତି, ଚେଷ୍ଟା ଚାଲୁଛି ଛୁଆ ହାତୀଟିକେମିତି ସୁସ୍ଥ ହେବ ।

Leave a Reply

Your email address will not be published. Required fields are marked *