Pratidin TV

Odisha's Digital News Platform

ସମସ୍ତେ ଲଗାଓ ତାଳଗଛ , ଗୁରୁବାଣୀ ଦେଇ ସୁର କହିଲେ ବଜ୍ରପାତରୁ ରକ୍ଷା ପାଇବାର ଉପାୟ ।

1 min read

ଚଳିତ ବର୍ଷ ବଜ୍ରପାତରେ ମୃତ ସଂଖ୍ୟା ୧୨୭ ପାର୍ କରିଛି । ଆଉ ଏଥିରୁ ରକ୍ଷା ପାଇବାକୁ ହେଲେ ଆମ ସମସ୍ତଙ୍କୁ ତାଳଗଛ ଲଗାଇବାକୁ ପଡିବ । କେବଳ ସରକାର ଚାହିଁଲେ ବଜ୍ରପାତକୁ ରୋକିପାରିବେ ନାହିଁ । ଆମ ସାଧାରଣ ଲୋକଙ୍କୁ ଚେଷ୍ଟା କରିବାକୁ ପଡିବ । ତାଳ ଗଛରେ ଏକ ଆକର୍ଷଣ ଶକ୍ତି ଥାଏ । ଯାହା ବିଜୁଳିକୁ ନିଜ ଆଡକୁ ଟାଣି ନେଇଥାଏ । ତେଣୁ ପ୍ରତି ଗାଁରେ ତାଳଗଛ ଲଗାଇବାକୁ ସୁର ରାଉତରାୟ ଆଜି ଗୁରୁଦିବସରେ ଏକ ଗୁରୁବାଣୀ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *