Pratidin TV

Odisha's Digital News Platform

ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର କରୁଥିଲେ ରୋଗୀ ଚିକିତ୍ସା , ବାନ୍ଧିଲା ପୋଲିସ ।

1 min read

ରାଉଲକେଲା ; ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସା କରୁଛନ୍ତି ନକଲି ଡାକ୍ତର । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ରାଉଲକେଲା ସରକାରୀ ଡାକ୍ତରଖାନାରେ । ଗୁରୁବାର ରାଉଲକେଲା ସରକାରୀ ଡାକ୍ତରଖାନ (ଆର୍ଜିଏଚରୁ)ରୁ ଜଣେ ନକଲି ଡାକ୍ତରଙ୍କୁ ବାନ୍ଦିଛି ପୋଲିସ ।

ଗିରଫ୍ ଅଭିଯୁକ୍ତ ହେଲେ ଝାଡଖଣ୍ଡ ସିଂହଭୂମ ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଟିଆସରାର ପଦ୍ମନାଭନ୍ ମୁଖି କାରୁଆ ଝାଡଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟ୍‌କୁ ନକଲି କରି ପ୍ରାୟ ୭ ମାସରୁ ଆରଜିଏଚ୍ ର ଡାଏଲାସିସ୍ ବିଭାଗରେ କାମ କରୁଥିଲେ ପଦ୍ମନାଭନ । କିନ୍ତୁ ଅଭିଯୁକ୍ତ ଜଣଙ୍କ ପ୍ଲସ ୨ ପାସ୍ କରି ଲୋକଙ୍କୁ ଭୂଆଁ ବୁଲାଇ ଚିକିତ୍ସା କରାଉଥିଲେ ।

Advertisement

Leave a Reply

Your email address will not be published. Required fields are marked *