Pratidin TV

Odisha's Digital News Platform

ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ଚଢାଉ କଲା F.B.I

1 min read

ନୂଆଦିଲ୍ଲୀ : ଏବେ କେବଳ ଭାରତରେ ନୁହେଁ ବରଂ ଆମେରିକାରେ ମଧ୍ୟ ନିଜର ପାୱାର ଦେଖାଇଛି ଭିଜିଲାନ୍ସ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଘରେ ରେଡ୍ ପକାଇଛି ଗୁଇନ୍ଦା ସଂସ୍ଥା ଫ୍‌ବିଆଇ ।ତେବେ ଟ୍ରମ୍ପ ହ୍ୱାଇଟ ହାଉସ୍‌ରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଯାଇଥିବା ଅଭିଯୋଗ କରି ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘର,ରିସର୍ଟ ଓ ଫାର୍ମ ହାଉସ୍‌ରେ ଚଢାଉ କରିଥିଲା ଫ୍‌ବିଆଇ ।

ଏନେଇ ଡ୍ରୋନାଲ ଟ୍ରମ୍ପ ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଆଉ ମଧ୍ୟ ସେ କହିଛନ୍ତି ଯେ ଏହା ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର । ‘ମୋତେ ୨୦୨୪ ନିର୍ବାଚନରେ ଲଢିବା ପାଇଁ ରୋକାଯାଉଛି’ ।

Advertisement

Leave a Reply

Your email address will not be published. Required fields are marked *