Pratidin TV

Odisha's Digital News Platform

ଓଡିଶାକୁ ବାତ୍ୟା ଭୟ , ଆସନ୍ତା ୨୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ।

1 min read

ଓଡିଶାକୁ ଘାରିଛି ବାତ୍ୟା ଭୟ । ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁଇବ । ଆଉ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

GFS ମଡେଲ କହୁଛି ସମୁଦ୍ରରେ ଥିବା ସମୟରେ ଏହା ଛୋଟ ଧରଣର ବାତ୍ୟା ହୋଇପାରେ । ମାତ୍ର ଉପକୂଳ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇଯିବ।

Advertisement

Leave a Reply

Your email address will not be published. Required fields are marked *