Pratidin TV

Odisha's Digital News Platform

ପଛରୁ ଧକ୍କା ଦେଲେ ଟୁଟୁ, କାନ୍ଦିଲେ ସାମ୍ବାଦିକା ଦେବସ୍ମିତା!

ମହିଳା ସାମ୍ବାଦିକାଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଦୁର୍ବବ୍ୟହାର । ଖବର ସଂଗ୍ରହ ବେଳେ ସାମ୍ବାଦିକା ଦେବସ୍ମିତାଙ୍କୁ ଧକ୍କା ମାରିଥିବା ହୋଇଛି ଅଭିଯୋଗ । ଭୁବନେଶ୍ୱର ଏକ ପ୍ରେକ୍ଷାଳୟରେ ସିନେମା ପ୍ରଥା ପ୍ରୀମିୟର ଚାଲିଥିବା ବେଳେ ଖବର ସଂଗ୍ରହ କରୁଥିଲେ ମହିଳା ସାମ୍ବାଦିକା ଦେବସ୍ମିତା । ଆଉ ଖବର ପରିବେଷଣ ସମୟରେ ପ୍ରଯୋଜକ ଟୁଟୁ ନାୟକ ମହିଳା ସମ୍ବାଦିକାଙ୍କୁ ପଛରୁ ଆସି ଧକ୍କା ଦେଇଥିବା ସେ ଅଭିଯୋଗ ଯାହା ଦ୍ଵାରା ତାଙ୍କ ମୋବାଇଲ୍ ଓ ବୁମ ତଳେ ପଡି ଯାଇଥିଲା । ଏନେଇ ସାମ୍ବାଦିକା ଜଣକ ଖାରବେଳ ନଗର ଥାନାରେ ଟୁଟୁ ନାୟକଙ୍କ ନାଁରେ ମାମଲା ରୁଜ୍ଜୁ କରିଛନ୍ତି । ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ ଅରମ୍ଭ କରିଛି ପୋଲିସ । ତେବେ ମହିଳା ସାମ୍ବାଦିକାଙ୍କୁ ର୍ଦୁବ୍ୟବହାର କରିବା ପଛରେ ସତ୍ୟାସତ୍ୟ ଏଯାବତ ଜଣା ପଡିନାହିଁ ।

Leave a Reply

Your email address will not be published. Required fields are marked *