Pratidin TV

Odisha's Digital News Platform

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିବେ ଆଜି ପ୍ରାକ ବଜେଟ ବୈଠକ

1 min read

ଆଜି ହେବ ପ୍ରାକ ବଜେଟ ବୈଠକ | ବୈଠକରେ ସୀତାରମଣ ପ୍ରତିନିଧିମାନଙ୍କ ସହ ସମସ୍ତ ବିଷୟରେ ଆଅଲୋଚନା କରିବେ | ଆସନ୍ତା ଜୁଲାଇ ଶେଷ ଭାଗରେ ଆସିପାରେ ୨0୨୪-୨୫ କେନ୍ଦ୍ର ବଜେଟ |

ସୂଚନା ଅନୁଯାୟୀ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିବେ ପ୍ରାକ ବଜେଟ ବୈଠକ | ବୈଠକରେ ସୀତାରମଣ ଶିଳ୍ପ, ଚାଷୀ ସଂଗଠନ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ।ପଯେତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ଶେଷ ସପ୍ତାହରେ ଆଗତ କରିପାରନ୍ତି ବଜେଟ । ଏହି ବୈଠକରେ ଅର୍ଥନୀତି ଅଭିବୃଦ୍ଧି, ମୁଦ୍ରାସ୍ପିତ, ଆଦି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି | ୨0୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ ତଥା ଆସନ୍ତା ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ପକ୍ରିୟା ଆରମ୍ଭ କରିବାର ଯୋଜନା କରାଯିବ |

Leave a Reply

Your email address will not be published. Required fields are marked *