Pratidin TV

Odisha's Digital News Platform

ଆସନ୍ତାକାଲି କଟକରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣୀ , ଉଠିବ ୬୦ ମେଢ …

କଟକ : ଆସନ୍ତାକାଲି କଟକରେ ପ୍ରଥମ ପର୍ଯ୍ୟାୟର ଗଣେଶ ପୂଜା ଭସାଣି । ବିସର୍ଜିତ ହେବେ ୬୦ ଟି ମେଢ଼। ନିୟୋଜିତ ହେବେ ମୋଟ ୧୫ପ୍ଲାଟୁନ ପୋଲିସ ଫୋର୍ସ । ସହରର ବିଭିନ୍ନ ସ୍ଥାନରେ କରାଯିବ ୧୩ଟି ଏଡ୍ ପୋଷ୍ଟ । ମୁଖ୍ୟ ଛକଗୁଡ଼ିକରେ ପୋଲିସ ମୃତୟନ ହେବେ । ଟ୍ରାଫିକ କଟକଣା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ସହ ୧୦ଟି ସ୍ଥାନରେ ମୂର୍ତ୍ତି ବିସର୍ଜନ ପାଇଁ କୃତ୍ରିମ ପୋଖରୀ ବ୍ୟବସ୍ଥା କରାଯାଇଛି ।

ଆସନ୍ତା ୨୨ତାରିଖରେ ଦ୍ଵିତୀୟ ପର୍ଯ୍ୟାୟର ଭସାଣି । ୨୯ ତାରିଖ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟର ଭସାଣି । ନିଶା ମୁକ୍ତ, ଡିଜେ ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ଭସାଣି ଉପରେ ଗୁରୁତ୍ବ ଦିଆଯିବ । ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ ସୂଚନା ।

Leave a Reply

Your email address will not be published. Required fields are marked *