Pratidin TV

Odisha's Digital News Platform

ଡିଲ୍ ବେଳେ ମାଡିବସିଲା ବନ ବିଭାଗ, କଲରାପତରିଆ ବାଘ ଛାଲ ସହ ୫ ଗିରଫ

1 min read

ବାଘ ଛାଲ ଡିଲ ବେଳେ ୫ ଜଣଙ୍କୁ ମାଡି ବସିଲା ବନ ବିଭାଗ | ଗ୍ରାହକ ହୋଇ ଯାଇଥିଲେ କିନ୍ତୁ ଡିଲ ବେଳେ ମାଡ଼ିବସିଲେ ବନ ବିଭାଗ କର୍ମଚାରୀ | ତେବେ ବନ ବିଭାଗ କାଲରାପତ୍ରିଆ ବାଘ ଛାଲ ଜବତ କରିଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ କରିଛି ଗିରଫ | ନିମାପଡା ଜିଲ୍ଲାରୁ ଆସିଛି ଏପରି ଏକ ଖବର |

ଖଡ଼ିଆଳି ବନ ଖଣ୍ଡ ଅଧିନସ୍ଥ ସାନ ମହେଶ୍ୱର ବିଭାଗ ହରିପୁର ଗ୍ରାମରେ କାଲରାପତ୍ରିଆ ବାଘ ବିକ୍ରି ପାଇଁ ଡ଼ିଲ ଚାଲିଥିବା ବେଳେ ବନ ବିଭାଗ ଟିମ ବିଶେଷ ସୂତ୍ରରୁ ସୂଚନା ପାଇଁ ଗ୍ରାହକ ସାଜି ସେଠାକୁ ଡ଼ିଲ ପାଇଁ ଯାଇଥିଲେ | ଓ ପରେ ସମସ୍ତଙ୍କୁ ଗିରଫ କରିବାରେ ଵୋଇଥିଲା ସଫଳ | ୫ ଜଣ ଗିରଫ ହେବ ସହ ୨ ଜଣ ଫେରାର ଥିବା ନେଇ ସୂଚନା ମିଳିଛି | ବନ ବିଭାଗ ୨ଟି ବାଇକ ୫ଟି ମୋବାଇଲ ଜବତ କରାଯାଇଛି | ତେବେ ବନ ବିଭାଗ ଅଧିକାରୀ ଅଜିତ ଖାନ ଏହାର ସୂଚନା ଦେଇଛନ୍ତି |

Advertisement

Leave a Reply

Your email address will not be published. Required fields are marked *