Pratidin TV

Odisha's Digital News Platform

ଆଳି ରାଜମାତା ତଥା ପୂର୍ବତନ ବିଧାୟକ ସୁଶ୍ରୀ ଦେବୀଙ୍କ ପରଲୋକ…

ଆଳି ; ମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ତଥା ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ୭୩ବର୍ଷ ବୟସରେ ପରଲୋକ ଘଟିଛି। ବୁଧବାର ଅପରାହ୍ନରେ କଟକସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ।
ସେ କଂଗ୍ରେସର ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୯୫ଯାଏଁ ଆଳିର ବିଧାୟିକା ଥିଲେ।ପରବର୍ତ୍ତୀ ସମୟରେ ୨୦୦୨ରୁ ୨୦୦୮ଯାଏଁ ରାଜ୍ୟସାଭାକୁ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *