Pratidin TV

Odisha's Digital News Platform

ଭୋଟ ଦେଲେ ପୂର୍ବ କ୍ରିକେଟର ଗୌତମ ଗମ୍ଭୀର , କହିଲେ ମତଦାନ ଆମର ବଡ ଶକ୍ତି ।

1 min read

ସାଧ।।ରଣ ଲୋକଙ୍କ ଭଳି ଆସି ମତଦାନକେନ୍ଦ୍ରରେ ଭୋଟ ଦେଇଛନ୍ତି ପୂର୍ବ କ୍ରିକେଟର ତଥା ବିଜେପି ଇଷ୍ଟ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର । ଏହା ସହ ସେ ଆଜି ଆଜି ବାହାରକୁ ଆସି ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହା ଆମର ଶକ୍ତି, ଏହା ଆମର ଗଣତନ୍ତ୍ର। ଗତ ୧୦ ବର୍ଷ ମଧ୍ୟରେ ସରକାର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *