Pratidin TV

Odisha's Digital News Platform

ସ୍ୱଚ୍ଛ ବାୟୁ ଦିବସ ପାଇଁ ଇ-ବସ୍‌ରେ ମାଗଣା ଯାତ୍ରା..

1 min read

ଭୁବନେଶ୍ୱର : ଯାତ୍ରୀଙ୍କ ପାଇଁ ଭଡ ଖବର । ଆଜି ଇ ବସ୍‌ରେ ମାଗଣା ଯାତ୍ରା । ଭୁବନେଶ୍ୱର ସମସ୍ତ ଇ ବସ୍ ଓ ଇ-ରିକ୍ସାରେ ଆଜି ମାଗଣା ଯାତ୍ରା କରିପାରିବେ । କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରରେ ଗଡୁଥିବା ୫୦ ଟି ମୋ-ଇବସ୍ ଓ ୫୦ ଟି ରିକ୍ସାରେ ମାଗଣା ଯାତ୍ରା । ତେବେ ଭୁବନେଶ୍ୱର ୧୦ ଟି ରୁଟ୍‌ରେ ଚାଲୁଛି ଇଲେକ୍ଟ୍ରି ଭେଇକିଲ । ସ୍ୱଚ୍ଛ ବାୟୁ ଦିବସ ଅବସରରେ ପ୍ରଦୂଷଣ କମାଇବାକୁ ଏପରି ନିଷ୍ପତ୍ତି ନିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *