Pratidin TV

Odisha's Digital News Platform

ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ କ୍ଷମତାକୁ ଆସିବା ପରେ ହ୍ରାସ କରାଇଲେ ପେଟ୍ରୋଲ ଓ ଡିଜେଲର ଦର ।ତେବେ ପୂର୍ବରୁ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ଥିବାବେଳେ ଡିଜେଲ ୯୭ ଟଙ୍କା ଅଛି ।

ତେବେ ସିନ୍ଧେଙ୍କ କହିବା ଅନୁଯାୟୀ କ୍ୟାବିନେଟ ଆଜି ପେଟ୍ରୋଲ ପିଛା ୫ ଟଙ୍କା ଓ ଡିଜେଲ ପିଛା ୩ ଟଙ୍କା କମାଯାଇଛି । ଆସନ୍ତାକାଲିଠାରୁ ଏହି ନୂଆ ଦର ଲାଗୁହେବ ମହାରାଷ୍ଟ୍ରରେ । ତେବେ ଆସନ୍ତାକାଲି ଠାରୁ ମହାରାଷ୍ଟ୍ରରେ ଲୋକେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ଓ ଡିଜେଲ ଲିଟରପିଛା ୯୭ ଟଙ୍କାରେ ପାଇବେ ।

Leave a Reply

Your email address will not be published. Required fields are marked *