Pratidin TV

Odisha's Digital News Platform

ଲୁଚି ଛପି ୫୧ବର୍ଷରେ ବିବାହ କରିଲେ ଗୀତା କପୁର , ଏବେ କଲେ ବଡ଼ ଖୁଲାସା ..

୫୧ବର୍ଷରେ ଲୁଚି ଛପି ବିବାହ କରିଦେଲେ ଗୀତା ମଆ। ଯାହା ଚର୍ଚ୍ଚାର ଶିରୋନାମା ପାଲଟିଛି ।  ଘରେ ଘରେ ପରିଚିତ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଗୀତା କପୁର ଏବେ ବିବାହ କରିଛନ୍ତି । ଏବେ ତାଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚା । ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି  ।  ତେବେ ଏହି ଖବର କୁ ନେଇ ମୁଁହ ଖୋଲିଛନ୍ତି ନିଜେ ଗୀତା ।  ଆଉ ଏ ସମ୍ପର୍କରେ ଖୁଲାସା କରିଛନ୍ତି।

୫୧ ବର୍ଷୀୟ ଗୀତା କପୁର ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। କିନ୍ତୁ ଅନେକ ଥର ଗୁଜବ ପ୍ରଚାରିତ ହୋଇଛି ଯେ ସେ ଲୁଚି ଲୁଚି ସେ ବିବାହ କରିଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ବିବାହକୁ ନେଇ ମୋ ବିଷୟରେ ଗୁଜବ ପ୍ରଚାରିତ ହୋଇଛି। ଚର୍ଚ୍ଚା ହେଉଛି କି, ମୁଁ ଚୁପଚାପ ବିବାହ କରିଛି, ଯଦିଓ ମୁଁ କରି ନାହିଁ। ଯଦି ମୁଁ ବିବାହ କରିଥା’ନ୍ତି, ମୁଁ ଗର୍ବର ସହିତ କହିଥାନ୍ତି । ଏପରି ଗୁଜବ ମୋତେ ଆଶ୍ଚର୍ଯ୍ୟ କରିଛି।

Leave a Reply

Your email address will not be published. Required fields are marked *